ପ୍ରେମ କରି ଜୀବନ ଦେଲା ପ୍ରେମିକ :ପ୍ରେମିକା ଥାନାରେ ଅଟକ

ଭୁବନେଶ୍ୱର: ପ୍ରେମମୟ ଜୟଦେବ ବାଟିକାରେ କୋଳାହଳ ଖୁବ୍‌ କମ୍‌ ଶୁଣାଯାଏ । କିନ୍ତୁ ଆଜି ଆପରାହ୍ନରେ ହଠାତ୍‌ ଶୁଣିବାକୁ ମିଳିଥିଲା ଜଣେ ଯୁବତୀଙ୍କ ଚିତ୍କାର। “ଦଉଡି ଆସ, ଦଉଡି ଆସ, କିଏ କୋଉଠି ଅଛ”। ହଠାତ୍‌ ଏମିତି ସ୍ୱର ଶୁଣି ସମସ୍ତେ ଏକାଠି ହୋଇଗଲେ। ଆଉ ଦେଖିଲେ ସାମ୍ନା ଗଛରେ ଝୁଲିଛି ଜଣେ ଯୁବକଙ୍କ ମୃତଦେହ। ଆଉ ଚିତ୍କାର କରିଥିବା ଯୁବତୀ ଜଣକ ତାଙ୍କର ପ୍ରେମିକା ବୋଲି ସେତେବେଳକୁ ସମସ୍ତେ … Continue reading ପ୍ରେମ କରି ଜୀବନ ଦେଲା ପ୍ରେମିକ :ପ୍ରେମିକା ଥାନାରେ ଅଟକ